www.samajalive.in
Sunday, December 14, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ ଆରମ୍ଭ.. ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଭାରତ..

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି ଖେଳାଳି..

- Advertisement -

ଶାଲିମାରରୁ ଛାଡିଲା କରମଣ୍ଡଳ ଏକ୍ସପ୍ରେସ.. ଦୁର୍ଘଟଣାର ୬ ଦିନ ପରେ ପୁଣି କରମଣ୍ଡଳ ଆରମ୍ଭ କଲା ଯାତ୍ରା.. କରମଣ୍ଡଳ ଏକ୍ସପ୍ରେସକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ଛିଡା ହୋଇଛନ୍ତି..
ନିର୍ଦ୍ଧାରିତ ବେଗ ଠାରୁ କମ ବେଗରେ ଯାତ୍ରା କରୁଛି କରମଣ୍ଡଳ ଏକ୍ସପ୍ରେସ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲା କେନ୍ଦ୍ର.. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ୨୧୮୩କୁ ବୃଦ୍ଧି..

ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ.. ପ୍ରକୃତ ଆୟଠାରୁ ୩୩୩% ଅଧିକ ସମ୍ପତ୍ତି ମହଜୁଦ ପାଇଁ ଗିରଫ..

ଛତିଶଗଡ଼ ବିଜାପୁରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ.. ସର୍ଚ୍ଚ ଅପରେସନ ଜାରି.. ମୃତାହତ ନେଇ ସୂଚନା ମିଳିନି..

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ବିହାରର ୮୮ ଯାତ୍ରୀଙ୍କ ପତ୍ତା ମିଳୁନି.. ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଭିଯୋଗ..

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଜୋରଦାର ତଦନ୍ତ କରୁଛି ସିବିଆଇ.. ଟେକ୍ନିକାଲ ଟିମ୍‌ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ୍‌ ସିଜ୍‌..

ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ.. ଏଥିପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା..

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories