www.samajalive.in
Friday, December 12, 2025
15.1 C
Bhubaneswar

ଭାରତକୁ ଆମେରିକାର ଭୁରି ଭୁରି ପ୍ରଶଂସା – ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ କହିଲେ ଏହି କଥା

ନୂଆଦିଲ୍ଲୀ – ଚୀନ୍‌କୁ ସୀମରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଭାରତ ଦୃଢ ପ୍ରତିବଦ୍ଧ ଥିବା  ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ (Former US state secy) ମାଇକ୍‌ ପମ୍ପିଓ କହିଛନ୍ତି । ଏହା ସହ ସେ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଚୀନ୍‌ର ବିସ୍ତାରବାଦୀ ନୀତିକୁ ଭାରତ ଦୃଢ ଭାବେ ପ୍ରତିବାଦ କରିବା ସହ ଏହାର ସୀମାର ସୁରକ୍ଷା କରିଥିବା କଥା ସେ କହିଛନ୍ତି ।

ଭାରତ ଏବଂ ଚୀନ୍‌ ସେନାଙ୍କ ମଧ୍ୟରେ ଗତ କିଛି ବର୍ଷହେଲା ମୁହାଁ ମୁହିଁ ପରିସ୍ଥିତି ଦେଖା ଦେଇଥିଲା । ଦୁଇ ସେନାଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ମୃତାହତ ହୋଇଥିଲେ । ମାତ୍ର ଚୀନ୍‌ ଅନ୍ୟ ଦେଶର ସୀମା ମଧ୍ୟରୁ ପ୍ରବେଶ କରିବା ସହ ସୀମାରେ ବିଭିନ୍ନ ସମୟରେ ଅଶାନ୍ତି ସୃଷ୍ଚି କରୁଥିଲା । ୨୦୨୦ରେ ଭାରତ ଯେପରି ଭାବେ ଚୀନ୍‌କୁ ପ୍ରତିହତ କରିଛି ତାହା ବେଶ୍‌ ପ୍ରଶଂସନୀୟ ବୋଲି ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି ।

- Advertisement -

ଏଥିପାଇଁ ଭାରତ ଆବଶ୍ୟକ କରୁଥିବା ସହାୟତା ଆମେରିକା ଯୋଗାଇ ଦେଇଥିଲା ବୋଲି ସେ କହିଛନ୍ତି । ଇଣ୍ଡିଆ ଇକୋନମିକ୍‌ କନକ୍ଲେଭ୍‌ ୨୦୨୩ରେଯୋଗ ଦେବା ଆବସରରେ ସେ ଏହି କଥା କହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories