www.samajalive.in
Sunday, December 14, 2025
26.1 C
Bhubaneswar

ଗବେଷିକା ଡ଼ଃ ନୀଳିମା ପ୍ରିୟଦର୍ଶିନୀ ମିଶ୍ର ରସାୟନ ବିଜ୍ଞାନରେ ଡ଼କ୍ଟରେଟ ଲାଭ

ଭୁବନେଶ୍ୱର – ଗବେଷିକା ଡ଼ଃ ନୀଳିମା ପ୍ରିୟଦର୍ଶିନୀ ମିଶ୍ର ରସାୟନ ବିଜ୍ଞାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନ ଜନକ ଡ଼କ୍ଟରେଟ ଲାଭ କରିଛନ୍ତି |
ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଡ଼ଃ ନୀଳିମାଙ୍କୁ ଡ଼କ୍ଟରେଟ ଡିଗ୍ରୀ ସେର୍ଟିଫିକେଟ ପ୍ରଦାନ କରିଥିଲେ|

ଡ଼ଃ ନୀଳିମା ଉତ୍ତରଶାସନ ନିବାସୀ   ଉତ୍କଳ କୁମାର ଶତପଥୀଙ୍କ ଧର୍ମପତ୍ନୀ ତଥା   ନିର୍ମଳ କୁମାର ଶତପଥୀ ଓ   କମଳା ଶତପଥୀଙ୍କର କୁଳବଧୂ ଅଟନ୍ତି | ତାଙ୍କର ଏହି ସଫଳତାରେ ତାଙ୍କର ପିତା  ନିମାଇଁ ଚରଣ ମିଶ୍ର ଓ ମାତା  ସାବିତ୍ରୀ ମହାପାତ୍ର ତଥା ବନ୍ଧୁ ପରିଜନ ନିଜକୁ ଗୌରାବାନ୍ୱିତ ମନେ କରୁଛନ୍ତି | ଡ଼ଃ ନୀଳିମା ତାଙ୍କର ଏହି ସଫଳତା ନିମନ୍ତେ ଗୁରୁ ଗୁରୁଜନ ଓ ଭଗବାନଙ୍କ ନିକଟରେ ଅଶେଷ କୃତଜ୍ଞତା ଜ୍ଞ୍ୟାପନ କରିଛନ୍ତି |

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories