www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଶ୍ୱସ୍ତି : କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର..

ରଣପୁର : ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଜଣେ ଗିରଫ.. ଜାରି ରହିଛି ତଦନ୍ତ..

- Advertisement -

ଯାଜପୁର : କାଜୁ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ..

ଟମକା ଥାନା ପଦାଛକ ନିକଟ କାଜୁ ଜଙ୍ଗଲରେ ଠାବ..

ମୃତକ ମହିଳା କି ପୁରୁଷ ଅସ୍ପଷ୍ଟ.. ଘଟଣା ସ୍ଥଳରେ ପୁଲିସ..

ଖଲ୍ଲିକୋଟ : ସମୁଦ୍ରରେ ବୁଡି ଚାଲିଗଲା ଜଣେ ଛାତ୍ରୀଙ୍କ ଜୀବନ..

ଅନ୍ୟ ଜଣେ ନିଖୋଜ.. ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ବୁଡି ଗଲେ..

୫ ଜଣ ସାଙ୍ଗ ହୋଇ ଗାଧୋଇବା ବେଳେ ଭାସି ଯାଇଥିଲେ..

କେନ୍ଦୁଝର : ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ..

ଘଟଗାଁ ତହସିଲ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା..

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ..

ଜମି ପଟ୍ଟା କରାଯାଇବାକୁ ଲାଞ୍ଚ ନେଉଥିଲେ..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories