www.samajalive.in
Monday, December 15, 2025
27.1 C
Bhubaneswar

ବିଶ୍ବ ଦୁଗ୍ଧ ଦିବସ

ନିୟମିତ ଖିର ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୁଏ। ଖିର ଆମ ଶରୀର ପାଇଁ କେତେ ଜରୁରୀ, ସେ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ବିଶ୍ବସ୍ତରରେ ‘ଦୁଗ୍ଧ ଦିବସ’ ପାଳିତ ହେଉଛି। ଜାତିସଂଘର ଖାଦ୍ୟ ଓ କୃ​‌ଷି ସଙ୍ଗଠନର ଅନୁମୋଦନରେ ୨୦୦୧ ଜୁନ୍ ୧ରେ ପ୍ରଥମଥର ‘ବିଶ୍ବ ଦୁଗ୍ଧ ଦିବସ’ ପାଳନ କରାଯାଇଥିଲା। ବିଶେଷଜ୍ଞ ଦଳ କହିଛନ୍ତି, ସବୁ ବୟସ ଓ ବର୍ଗର ଲୋକେ ଖିର ପିଇବା ଉଚିତ। କେହି କଞ୍ଚା ଖିର ବ୍ୟବହାର କରନ୍ତି ତ’ ଅନ୍ୟ କେହି ଫୁଟା ଖିରକୁ ପିଇବାକୁ ପସନ୍ଦ କରନ୍ତି। ‘ବିଶ୍ବ ଦୁଗ୍ଧ ଦିବସ’ ପାଳନର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣ ଏହି ପାନୀୟ ଓ ଦୁଗ୍ଧଜାତ ଦ୍ରବ୍ୟର ଉପକାରିତା ବିଷୟରେ ସଚେତନ ହେବା। ୨୦୨୨ରେ ୧୨୭ଟି ଦେଶରେ ଦୁଗ୍ଧ ଦିବସ ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories