www.samajalive.in
Sunday, December 14, 2025
23.1 C
Bhubaneswar

କଖଡି ସୁପରମାର୍ଟ ଉଦଘାଟିତ, ଉପଲବ୍ଧ ହେଉଛି ମା’ମାନଙ୍କ ଉତ୍ପାଦିତ ସାମଗ୍ରୀ

ଗୁରୁଡ଼ିଝାଟିଆ: ଗାଁରେ ଖୋଲିଛି ସୁପରମାର୍ଟ। ଗୋଟିଏ ଛାତ ତଳେ ସମସ୍ତ ସଉଦାପତ୍ର ଓ ଘର ଉପକରଣ ଉପଲବ୍ଧ ହେଉଛି। ଆଜି ସନ୍ଧ୍ୟାରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବିପିନ ରାଉତ ସୁପରମାର୍ଟ (ସ୍ପାଇସେସ୍‌‌ ଡୋଲି) କୁ ଉଦଘାଟନ କରିବା ସହିତ କହିଥିଲେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ମିଶନଶକ୍ତିର ମାଆମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ୨୫% ଭାଗ ଉପଲବ୍ଧ ହେଉଛି। ଉତ୍ତମ ଗୁଣମାନର. ସଠିକ୍‌‌ ମାପ ଓ ପ୍ୟାକିଂରେ ଠିକଣା ଦର ରେ କଖଡି ଭଳି ଏକ ଗ୍ରାମାଞ୍ଚଳରେ ଉପଲବ୍ଧ ହେବା ଆମ ସମସ୍ତଙ୍କ ପାଇଁ ଭଲ ଉପଲବ୍ଧି ବୋଲି କହିବା ସହ ସୁପରମାର୍ଟର ସଫଳତା କାମନା କରିଥିଲେ। ସୁପରମାର୍ଟର ନିର୍ଦ୍ଦେଶକ ରାକେଶ କୁମାର ବେହେରା, ଆଞ୍ଚଳିକ ସଂଯୋଜକ ବିଶ୍ୱରଞ୍ଜନ ପ୍ରଧାନ, ସୁବ୍ରତ ମାଝି ଓ ଗୁରୁଦାସ ଗୌତମ ସହିତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଓ ମହିଳାମାନେ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories