www.samajalive.in
Sunday, December 14, 2025
26.1 C
Bhubaneswar

ବିଲୁପ୍ତପ୍ରାୟ ଶାଳିଆପତିନି ଉଦ୍ଧାର

ପାଟଣା:କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମରେ ଥିବା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପାଖରୁ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମସିଭେଟ ବା ଶାଳିଆପତିନି ଉଦ୍ଧାର ହୋଇଛି । କପୁଣ୍ଡି ଗ୍ରାମର ଚିନ୍ତାମଣି ପାତ୍ର ଏହି କସ୍ତୁରୀ ବିଲେଇ ବା ଶାଳିଆପତିନିକୁ ଦେଖିବା ପରେ ସମିତି ସଭ୍ୟ ବିଜୟ କୁମାର ପଇଦାଙ୍କୁ ଖବର ଦେଇଥିଲେ।

ସମିତି ସଭ୍ୟ ଶ୍ରୀ ପଇଦା ସେଠାରେ ପହଞ୍ଚି ବଡ଼ ମୂଷା ଭଳି ଅଙ୍ଗ ଥିବା ଏହି ବଡ଼ ଏସିଆନ ପାମସିଭେଟ ବା ଏସିଆର ତାଳ କସ୍ତୁରୀ ବିଲେଇ ବା ଶାଳିଆପତିନିକୁ ଦେଖିବାକୁ ପାଇଥିଲେ । ଏନେଇ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ରଙ୍କୁ ସୂଚନା ଦେଲାପରେ ପାଟଣା ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ବନ ବିଭାଗ ପାରା କର୍ମଚାରୀ ଆସି ଏହି ତାଳକସ୍ତୁରୀ ବିଲେଇ ବା ଶାଳିଆପତନିଟିକୁ ଉଦ୍ଧାର କରିଥିଲେ ଏବଂ ଏହାପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଦେଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories