www.samajalive.in
Sunday, December 14, 2025
16.1 C
Bhubaneswar

୮ ରାଜ୍ୟରେ ବିପଦ ଜନକ ବିଜୁଳି

ଭୁବନେଶ୍ବର :  ଦେଶର ୮ଟି ରାଜ୍ୟରେ ଗୁରୁବାର  ପ୍ରଚଣ୍ଡ ବିପଦ ଜନକ ବିଜୁଳି ଘଡ଼ଘଡ଼ି ମାରିଛି। ବିଜୁଳିର ତୀବ୍ରତା ଏତେ ପରିମାଣରେ ଥିଲା ଯେ,  ଚାରି ଆଡ଼େ ଆଲୋକିତ କରି ପକାଉ ଥିଲା । ଭୁବନେଶ୍ବର ସହିତ କଟକ, ସାକ୍ଷୀଗୋପାଳ, ପିପିଲି, କଟକ, ନୟାଗଡ଼, ଢେଙ୍କାନାଳରେ ପ୍ରଚଣ୍ଡ ବଜ୍ରପାତ ହୋଇଛି । କେବଳ  ଓଡ଼ିଶାରେ ବଜ୍ରପାତ ପ୍ରଭାବ ଦେଖିବାକୁ ମିଳିଛି ତାହା ନୁହେଁ ବରଂ ଆରବ ସାଗର ଅଞ୍ଚଳ ସହିତ ଉତ୍ତର ଭାରତରେ ବିପଦ ଜନକ ବଜ୍ରପାତ ମାରିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜୁଳି ଘଡ଼ଘଡ଼ି ମାରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories