www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍ଗଲ ରାସ୍ତାରୁ ମୃତଦେହ ଜବତ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ-ଘଣ୍ଟିଖାଲ ରାସ୍ତାର ରାଧାଶ୍ୟାମପୁର (ଗରିଆ) ନିକଟରୁ ଜଙ୍ଗଲପାଶ୍ୱର୍ରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହକୁ ଖୁଣ୍ଟୁଣୀ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ମୃତବ୍ୟକ୍ତିର ଆଠଗଡ ଥାନା ଅନ୍ତର୍ଗତ କଦମପାଟଣା ଗ୍ରାମର ଝରେନ୍ଦ୍ର ବେହେରା(୫୦) । ସେ  ନିଜ ଶ୍ୱଶୁରଘର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମାଣିତ୍ରୀକୁ ଯାଉଥିଲେ ଏବଂ ନିକଟରେ ନିଜ ପୁଅର ବିବାଘର କରିଥିବାରୁ ଏକ ଦୁଇଚକିଆ ଗାଡିରେ ବେଭାର ସାଥିରେ ନେଉଥିଲେ ନିଜ ଶ୍ୱଶୁରଘରେ ଦେବା ପାଇଁ। ହେଲେ ତାଙ୍କ ମୃତଦେହ ରାସ୍ତାକଡ ଜଙ୍ଗଲ ଭିତରେ ପଡିଥିବା ସଂପର୍କରେ ପୁଲିସ ଜାଣିବାକୁ ପାଇଥିଲା। କିଭଳି ଝରେନ୍ଦ୍ରର ମୃତ୍ୟୁ ଘଟିଛି ସେ ନେଇ ପୁଲିସ ତଦନ୍ତ କରୁଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories