ୟୁପିଏସସି ସିଭିଲ ସର୍ଭିସ-୨୦୨୨ ଫଳ ପ୍ରକାଶିତ, ମୋଟ୍ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ..
ମେରିଟ୍ ଲିଷ୍ଟରେ ଇଶିତା କିଶୋର ଟପ୍ପର..
ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥି ଏନ୍..
ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ..
ଏନେଇ ଚିଠି ଲେଖିଲା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ..
ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ପଦକ୍ଷେପ ପାଇଁ କହିଲେ ..



