www.samajalive.in
Friday, December 12, 2025
15.1 C
Bhubaneswar

ଶାନ୍ତିଶୃଙ୍ଖଳାରେ ଶେଷହେଲା ତିଲେଶ୍ୱର ହାଟ ନିଲାମ

ହରଭଙ୍ଗା: ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ପକ୍ଷରୁ ରବିବାର ସାପ୍ତାହିକ ହାଟ ନିଲାମ ସୋମବାର ବିଡିଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ହାଟ ନିଲାମ ପାଇଁ ୩ଜଣ ନିଲାମଧାରୀ ଅଂଶ ଗ୍ରହଣ କରିଥିଲେ। ନିଲାମଧାରୀ ଶତ୍ରୁଘନ ପ୍ରଧାନ ସର୍ବାଧିକ ୮ଲକ୍ଷ ୫ହଜାର ୨ଶହଟଙ୍କାରେ ହାଟ ନିଲାମ ଡାକିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ୭୫ ପ୍ରତିଶତ ଟଙ୍କା ପଂଚାୟତରେ ପଇଠ କରିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତିଲେଶ୍ୱର ହାଟ ନିଲାମ ପରେ ବିବାଦରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ନିଲାମ ସମୟରେ ବିଡିଓ ସ୍ୱପ୍ନିତା ନାଏକ, ସରପଞ୍ଚ ଝୁନୁ ବେହେରା, ଜିପିଇଓ ଜତୀନ କୁମାର ମିଶ୍ର, ପିଇଓ ସନ୍ତୋଷ କୁମାର ରଣା, ଓ୍ବାର୍ଡ ସଭ୍ୟ ସଭ୍ୟା ଉପସ୍ଥିତି ଥିଲେ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories