www.samajalive.in
Saturday, December 13, 2025
26.1 C
Bhubaneswar

ଜୁଲାଇରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ବହୁ ଆକାଙ୍‌କ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ଚଳାଇଛି। ୟୁ.ଆର୍‌. ରାଓ ଉପଗ୍ରହ କେନ୍ଦ୍ରରେ ଏହି ମହାକାଶ ଯାନର ଚୂଡ଼ାନ୍ତ ସଂଯୋଗୀକରଣ ଚାଲିଛି। ଚନ୍ଦ୍ରପୃଷ୍ଠର ଥର୍ମୋ-ଫିଜିକାଲ ତତ୍ତ୍ବ, ଚନ୍ଦ୍ରପୃଷ୍ଠର କମ୍ପନ, ପ୍ଲାଜ୍‌ମା ପରିବେଶ ଆଦି ସମ୍ପର୍କରେ ଅଧ୍ୟୟନ କରିବାକୁ ଏହି ମହାକାଶ ଯାନରେ ସ୍ବତନ୍ତ୍ର ଉପକରଣ ପଠାଯିବ। ଏହି ମହାକାଶ ଯାନ ଜୁଲାଇ ପ୍ରଥମ ଅଥବା ଦ୍ବିତୀୟ ସପ୍ତାହରେ ମହାକାଶକୁ ପଠାଯିବ। ତେବେ ଏ ସମ୍ପର୍କରେ ତାରିଖ ଚୂଡ଼ାନ୍ତ ହୋଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories