www.samajalive.in
Sunday, December 14, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଝଡ଼ବର୍ଷା ଓ ବଜ୍ରପାତ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି.. ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

କାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ..

- Advertisement -

୨୩ ତାରିଖ ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତିକୁ ୱାର୍ଣ୍ଣିଂ..

୨ହଜାର ଟଙ୍କିଆ ନୋଟ ବଦଳ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି.. ସବୁ ସର୍କଲ ଓ ଲୋକାଲ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି.. ୨ହଜାର ଟଙ୍କା ନୋଟ ବଦଳାଇବା ପାଇଁ ରିକ୍ୟୁଜିସନ ସ୍ଲିପ ଦରକାର ନାହିଁ.. ୨ହଜାର ଟଙ୍କା ବଦଳ କରିବା ସମୟରେ କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ..

ଆସନ୍ତାକାଲି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ.. ସକାଳ ୯.୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ..

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ସହ ମୋଦୀଙ୍କ ଆଲୋଚନା.. ଜାପାନ ହିରୋସୀମାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା.. ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା..

ଭଞ୍ଜନଗର: ମହୁମାଛି ଆକ୍ରମଣରେ ଗୁରୁତର ସରପଞ୍ଚଙ୍କ ମୃତ୍ୟୁ.. ଭୁବନେଶ୍ବର ଚିକିତ୍ସାଧୀନ କୁକୁତାଇ ସରପଞ୍ଚଙ୍କ ମୃତ୍ୟୁ.. ଗତକାଲି ବିଲରେ କାମ କରୁବାବେଳେ ମହୁମାଛି ଆକ୍ରମଣ କରିଥିଲା..

ଯୁବକଙ୍କୁ ହତ୍ୟାର ଭିଡିଓ ଭାଇରାଲ ଘଟଣା.. ଭାଇରାଲ ଭିଡିଓକୁ ସ୍ପଷ୍ଟ କଲା ପୁରୁଷୋତ୍ତମପୁର ଥାନା ପୁଲିସ.. ହତ୍ୟା ବେଳର ଦୃଶ୍ୟ ଭାଇରାଲ କରାଯାଇଥିବା ସ୍ପଷ୍ଟ କଲେ ଏସଡିପିଓ..

ମହୁଲପଦା ଥାନା ବାଙ୍ଗି ଘାଟିରେ ଓଲଟିଲା ଅଟୋ.. ଜଣେ ମହିଳା ମୃତ, ଅନ୍ୟ ୨ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି.. ସମସ୍ତ ମୃତାହତ ମହୁଲପଦା ଗାଁର ହୋଇଥିବା ସୂଚନା..

ସୁବର୍ଣ୍ଣପୁର: ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି.. ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହରୀ ପୋଢ଼.. ଏରିଅର ବିଲ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ..

ରାଜଧାନୀରୁ କୋଟିଏ ଟଙ୍କାର ଧଳାଜହର ଜବତ.. ୟୁନିଟ ୮ ସ୍ଥିତ ସରକାରୀ କ୍ବାର୍ଟରରୁ ଜବତ.. ୧୧୦୭ ଗ୍ରାମ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ.. ସରକାରୀ କ୍ବାଟର୍ସରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଗିରଫ..

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories