ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ। ଆୟ ବହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଅତିରିକ୍ତ ସିିଭିଲ ସପ୍ଲାଇ ଅଫିସରଙ୍କ କାର୍ଯ୍ୟାଳୟ ସମେତ ମୋଟ ୭ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ୱରରେ ୪ଟି ଘରେ, ଭଞ୍ଜନଗର କାର୍ଯ୍ୟାଳୟ, ଭଡା ଘରେ, ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢାଉ କରାଯାଉଛି। ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲେ ସଞ୍ଜୟ। ଚଢାଉ ଜାରି ରହିଛି।
Popular Categories



