www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରାକ୍‌ ଜଟିଳ ପାକସ୍ଥଳୀ ରୋଗ ନିରୂପଣ

ଭୁବନେଶ୍ବର,  : ଜଣେ ୬୦ବର୍ଷର ମହିଳାଙ୍କ ପାକସ୍ଥଳୀରେ ‘ମଲ୍ଟ ଲିମ୍ଫୋମା’ ନାମକ ଏକ ଜଟିଳ ରୋଗକୁ ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏ‌େ‌ଣ୍ଟ୍ରାଲୋଜି ଆଣ୍ଡ ଲିଭର ସାଇନ୍ସରେ ପ୍ରାଥମିକ ଅବସ୍ଥାରୁ ନିରୂପଣ କରାଯାଇଛି। ଏହାକୁ ପ୍ରାଥମିକ ଅବସ୍ଥାରୁ ନିରୂପଣ କରିବା ସହଜ ନୁହେଁ ବୋଲି ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋ ଏ‌େ‌ଣ୍ଟ୍ରାଲୋଜି ଆଣ୍ଡ ଲିଭର ସାଇନ୍ସର ପ୍ରତିଷ୍ଠାତା ତଥା ବିିଶିଷ୍ଟ ଯକୃତ ଓ ପେଟ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ର କହିଛନ୍ତି।

ସେ କହିଛନ୍ତି ଏହା ଏକ ପାକସ୍ଥଳୀ ରୋଗ, ଯାହାକି ଏଚ୍‌. ପାଇଲୋରି ସଂକ୍ରମଣରୁ ହୋଇପାରେ। ଏହି ବିରଳ ନିରୂପଣ ସନ୍ଦର୍ଭଟି ବିଭିନ୍ନ ଗ୍ୟାଷ୍ଟ୍ରୋ ଏ‌େ‌ଣ୍ଟ୍ରାଲୋଜି ସମ୍ମିଳନୀରେ ଉପସ୍ଥାପିତ ହୋଇ ପ୍ରଶଂସିତ ହୋଇଛି। ଡା. ମହାପାତ୍ର ଏ ସମ୍ବନ୍ଧରେ ଜାପାନର ଟୋକିଓସ୍ଥିତ ନ୍ୟାସନାଲ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ ଏବଂ ଓସାକା ଇଣ୍ଟରନ୍ୟାସନାଲ କ୍ୟାନସର ଇନ୍‌ଷ୍ଟିଚ୍ୟୁଟରୁ ପ୍ରଶିକ୍ଷଣ ନେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories