ଅସହ୍ୟ ତାତି.. ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୪୦.୨ ରେକର୍ଡ ..
୪୧.୪ ଡିଗ୍ରୀ ସହ ଝାରସୁଗୁଡା ତାତିରେ ସର୍ବାଧିକ.. ଚାନ୍ଦବାଲି ଓ କେନ୍ଦୁଝର ୩୯.୬, ବାଲେଶ୍ୱର ଓ ସମ୍ବଲପୁର ୩୮.୬
ଆସନ୍ତାକାଲି ଠାରୁ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ଘୋଷଣା..
ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି.. ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି..
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା..
ମାନହାନୀ ମାମଲାରେ ରାହୁଲଗାନ୍ଧୀଙ୍କୁ ଶକ୍ତ ଝଟକା..
ରାହୁଲଙ୍କ ଆବେଦନକୁ ଖାରଜ କଲେ ସୁରତ ସେସନ୍ସ କୋର୍ଟ..
୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଅପିଲ୍ କରିଥିଲେ..
‘ମୋଦୀ ସରନେମ୍’ ମନ୍ତବ୍ୟ ପାଇଁ ୨ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି..
ଦିଲ୍ଲୀରେ ଦୁଇ ଦିନିଆ ବୌଦ୍ଧ ସମ୍ମିଳନୀ..
ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ପ୍ରାୟ ୧୭୧ଟି ଦେଶର ପ୍ରତିନିଥି ଏଥିରେ ଅଂଶ ଗ୍ରହଣ କରିଛନ୍ତି..



