www.samajalive.in
Sunday, December 14, 2025
26.1 C
Bhubaneswar

ମଣିଷ ପାଇଁ ଭବିଷ୍ୟତରେ ବିପଦ ବନିଯିବ କୃତ୍ରିମ ବୁଦ୍ଧିମତା – ଏଚ୍‌ସିଏଲ୍‌ ର ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ – ମଣିଷମାନଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ବିପଦ ବନିଯିବ । ଏବେ ଯେଉଁପ୍ରକାର କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରାଯାଉଛି ତାହା ମଣିଷ ଜଗତ ପାଇଁ ଭବିଷ୍ୟତରେ ବିପଦ ବନିଯିବ । ଏହା ଭୁଲ୍‌ ଏବଂ ଖରାପ ଲୋକ ହାତରେ ପଡିଲେ ବହୁ କ୍ଷତିକାରକ ହେବ ।

ଚାଟ୍‌ଜିପିଟି ଭବିଷ୍ୟତରେ ଅନେକ ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି । ଏହି ବିଶ୍ୱରେ ମଷିଣ ହିଁ ସବୁଠାରୁ ସ୍ୱାର୍ଥପର ଏବଂ ଧ୍ୱଂସାତ୍ମକ ଚିନ୍ତାଧାରା ରଚିପାରେ । ନିକଟ ଭବିଷ୍ୟତରେ ଏହି ଚାଟ୍‌ଜିପିଟି ଦ୍ୱାରା ଧ୍ୱଂସ ସମ୍ଭବ ହୋଇ ନଥିଲେ ବି ଭବିଷ୍ୟତରେ ଏହା ସମ୍ଭବ ବୋଲି ଏଚ୍‌ସିଏଲ୍‌ ର ସହ ପ୍ରତିଷ୍ଠାତା ଅଜୟ ଚୌଧୁରୀ କହିଛନ୍ତି ।

- Advertisement -

ଖରାପ ଲୋକଙ୍କ ହାତରେ ପଡିଲେ ଏହାର କୁ ପରିଣାମ ସାରା ବିଶ୍ୱକୁ ଭୋଗିବା ପାଇଁ ପଡିବ ବୋଲି ସି ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories