www.samajalive.in
Saturday, December 13, 2025
26.1 C
Bhubaneswar

ମାଲକାନଗିରିରେ  ବଙ୍ଗଳା ନବବର୍ଷ ପାଳିତ

ମାଲକାନଗିରି – ମାଲକାନଗିରି ଜିଲ୍ଲା  ବଙ୍ଗାଳୀ ସମାଜର  ସଦର ୟୁନିଟ ଆନୁକୁଲ୍ୟରେ, ସ୍ଥାନୀୟ ସଂସ୍କୃତି ଭବନ ଠାରେ  ମହା ଆଡ଼ମ୍ବର, ଉତ୍ସାହ ଓ ଉଦ୍ଦୀପନା ର‌ ସହିତ ବଙ୍ଗଳା ଶୁଭ ନବବର୍ଷ ୧୪୩୦ ପାଳିତ ହୋଇଯାଇଛି।

ଏହି ଅବସରରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପୋଖରୀରୁ ଗଙ୍ଗା ବରଣ କାର୍ଯ୍ୟକ୍ରମ କରାଯାଇଥିଲା ।   ପ୍ରଭାତ ଫେରି ଓ ସଂକୀର୍ତ୍ତନ ମାଧ୍ୟମରେ, ସମସ୍ତ କର୍ମକର୍ତ୍ତା ଓ ବଙ୍ଗଭାଷୀ ସଦସ୍ୟ ମାନେ ଏକ ଶୋଭା ଯାତ୍ରାରେ  ସଂସ୍କୃତି ଭବନ କୁ ଯାଇ, ମଙ୍ଗଳ କଳସ ସ୍ଥାପନ କରିଥିଲେ ଓ ପୂଜାର୍ଚ୍ଚନା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

- Advertisement -

ଏଥି ସହିତ ବଙ୍ଗଳା ଓ ଓଡ଼ିଆ ନବବର୍ଷ  ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।  ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ମାତୃଭାଷା ବଙ୍ଗଳା ସହିତ,  ଓଡ଼ିଆ ଭାଷାର ଉନ୍ନତି ନିମନ୍ତେ  ସମସ୍ତ ପ୍ରକାର ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories