www.samajalive.in
Sunday, December 14, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସିକ୍କିମରେ ଭୟଙ୍କର ହିମସ୍ଖଳନ.. ୭ ପର୍ଯ୍ୟଟକ ମୃତ, ୧୧ ଆହତ.. ବରଫ ଅତଡ଼ା ତଳେ ଫସି ରହିଛନ୍ତି ବହୁ ସଂଖ୍ୟକ ପର୍ଯ୍ୟଟକ..

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ.. ଜଣେ ଉଦ୍ଧାର.. ମୃତକ ହେଉଛନ୍ତି ପ୍ରଣୟ ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ ଜେନା.. ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏପରି ଅଘଟଣ..

- Advertisement -

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି..

ବଦଳିଲା ଟ୍ୱିଟର ଲୋଗୋ.. ଏଣକି ‘ବ୍ଲୁ ବାର୍ଡ’ ନୁହେଁ ରହିବ ‘ଡଗି’ ଲୋଗୋ..

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନରେ ପହଞ୍ଚିଲେ.. ମୁଖ୍ୟମନ୍ତ୍ରୀଙ୍କୁ ସେଠାକାର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ୱାଗତ କଲେ.. ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ବ୍ୟକ୍ତିଗତ ସଚିବ, କ୍ରୀଡା ସଚିବ, ଆଇପିଆଇସିଓଏଲ ଏମଡି ଗସ୍ତରେ ସାମିଲ..

ନକଲି ସାର୍ଟିଫିକେଟ୍‌‌ରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ.. ବଲାଙ୍ଗିର ଜିଲା ଶିକ୍ଷା ବିଭାଗରେ ଧରପଗଡ ନେଇ ସୂଚନା.. ଗତ ୩ ବର୍ଷରେ ଚାକିରି କରିଥିବା ଶିକ୍ଷକଙ୍କୁ ନେଇ ଚାଲିଛି ତାଲିକା..

ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା.. ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ଘରେ କ୍ରାଇମବ୍ରାଞ୍ଚ..

ନୟାଗଡ : ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ପୁଣି ଆୟକର ଚଢାଉ.. ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ଦ୍ୱିତୀୟ ଦିନରେ ଚଢାଉ..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories