ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ .. ନିବେଶକ ସମ୍ମେଳନରେ ଦେବେ ଯୋଗ..
ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ଆରମ୍ଭ କରିଛନ୍ତି ..
ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ସାମିଲ..
ବାରିପଦା : ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ..
ରାସଗୋବିନ୍ଦପୁର ବିନୋଦ ରାୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା..
ମଧ୍ୟାହ୍ନ ଭୋଜନରେ ତରକାରୀ ସରିଯିବାରୁ ପିଲାଙ୍କ ଅଭିନବ ପ୍ରତିବାଦ..
ଝାଡଖଣ୍ଡ ପୁଲିସକୁ ବଡ ସଫଳତା.. ଝାଡଖଣ୍ଡର ଚତ୍ରାରେ ଗୁଳିବିନିମୟରେ ୫ ନକ୍ସଲ ନିହତ..
ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସୁରଟ ସେସନ୍ସ କୋର୍ଟ.. ମୋଦୀ ସାଙ୍ଗିଆ ନେଇ ମାନହାନୀ ମାମଲାରେ ମିଳିଲା ଜାମିନ..
ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କଲେ କୋର୍ଟ..
ମେ’ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି..
ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ କୋର୍ଟ..



