www.samajalive.in
Sunday, December 14, 2025
26.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

– ଆଜି ୮୮ତମ ‘ଓଡ଼ିଶା ଦିବସ’, ଏହି ଅବସରରେ ‘ସମାଜ’ ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା
– ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା
– ଓଡ଼ିଶାବାସୀଙ୍କୁ ଓଡ଼ିଆରେ ଟ୍ବିଟ୍ କରି ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କଲେ
– ଉତ୍କଳ ଦିବସ ସମାରୋହ ଅବସରରେ ଜୟଦେବ ଭବନରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ
– କଟକ ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ ୫-ଟି ସଚିବ, ଜନ୍ମପୀଠରେ ମାଲ୍ୟାର୍ପଣ ସହ ସଚିବଙ୍କ ସହ ଆଲୋଚନା କରିଥିବା ସୂଚନା
– ଆଜିଠାରୁ ୭ ତାରିଖ ଯାଏଁ ପାଳନ ହେବ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ
– ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, କଟକ ଓ ଭୁବନେଶ୍ୱରରେ ସକାଳୁ ଘଡଘଡି ସହ ବର୍ଷା ଜାରି
– ଏପ୍ରିଲ ପହିଲାରୁ କାଗଜବିହୀନ ହେବ ସିଏଜି କାର୍ଯ୍ୟାଳୟର ସବୁ କାମ, କାଗଜ ବ୍ୟବହାର ବନ୍ଦ କରିବାକୁ ସିଏଜି ଗିରୀଶ ମୁର୍ମୁଙ୍କ ପରାମର୍ଶ
– ପାକିସ୍ତାନରେ ଏକ ଘରୋଇ କମ୍ପାନି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ ବେଳେ ଦଳଚକଟାରେ ୩ ପିଲାଙ୍କ ସମେତ ୧୧ ମୃତ, ଅନେକ ଆହତ
– ଦିଲ୍ଲୀ ରୋହିଣୀ କୋର୍ଟର ଚତୁର୍ଥ ମହଲାରୁ ଡେଇଁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
– ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର ହ୍ରାସ, ସିଲିଣ୍ଡର ଦର ୯୧ ଟଙ୍କା ୫୦ ପଇସା କମିଛି
– ବଲାଙ୍ଗିର ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
– ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥାନ ପରିଦର୍ଶନ କଲେ ସଚିବ ସ୍ତରୀୟ କମିଟି
– ଆଜି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories