www.samajalive.in
Saturday, December 13, 2025
26.1 C
Bhubaneswar

ଆରିୟାନ୍ ଇଞ୍ଜିନିଅରିଂ କଲେଜରେ ଆନ୍ତର୍ଜାତିକ କର୍ମଶାଳା

ଡେସ୍କ: ଆରିୟାନ୍ ଇଞ୍ଜିନିଅରିଂ କଲେଜରେ କମ୍ପ୍ୟୁଟେସନ ଇଣ୍ଟେଲିଜେନ୍ସି କମ୍ୟୁନିକେସନ୍ ଏବଂ ଡାଟା ଆନାଲିଟିକ୍ସ ଉପରେ ଏକ ଆନ୍ତର୍ଜାତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କୃତ୍ରିମ ପ୍ରଣାଳୀ ଦ୍ୱାରା ଜଟିଳକୁ ସହଜ କରିବା ପାଇଁ ଉପଯୁକ୍ତ ଟେକ୍ନୋନୋଜି ଆପଣାଇବାକୁ ପରାମର୍ଶ ଦେଇଥିଲେ। ଆରିୟାନ ଗୃପ ଅଫ ଇଷ୍ଟିଟ୍ୟୁସନର ଅଧକ୍ଷ ଡଃ. ମଧୁମିତା ପରିଡା ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଟି.ସି.ଏସ୍ ତଥା ଟେକ୍ ମହେନ୍ଦ୍ରା ଭଳି ବାହାର କମ୍ପାନୀର ପ୍ରତିନିଧିମାନ ଯୋଗଦେଇ ସେମାନଙ୍କର ଅଭିଭାଷଣ ରଖିଥିଲେ। ଓଡ଼ିଶାର ବହୁ ଅନୁଷ୍ଠାନର ଅଧ୍ୟାପକ, ରିସର୍ଚ୍ଚ ସ୍କଲାର ମାନେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories