www.samajalive.in
Saturday, December 13, 2025
26.1 C
Bhubaneswar

ରଦ୍ଦ ହେବ ୧୮ ଔଷଧ କମ୍ପାନୀର ଲାଇସେନ୍ସ

ନୂଆଦିଲ୍ଲୀ: ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ଯୋଗୁଁ ୧୮ଟି ଔଷଧ କମ୍ପାନୀର ଳାଇସେନ୍ସ ରଦ୍ଦ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୭୬ରୁ ଅଧିକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧର ମାନ ଯାଞ୍ଚ କରାଯାଇଥିଲା। ପ୍ରାୟ ୨୦ଟି ରାଜ୍ୟର ଭେଷଜ ନିୟନ୍ତ୍ରକଙ୍କ ସହ କେନ୍ଦ୍ରୀୟ ଭେଷଜ ନିୟନ୍ତ୍ରକ ମିଳିତ ଭାବେ ଏହି ଯାଞ୍ଚ କରିଥିଲେ। ସେଥିମଧ୍ୟରୁ ୧୮ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧ ନିମ୍ନ ମାନର ଥିବା ଜଣାପଡ଼ିଥିଲା। ଏହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଅନୁମତି ପତ୍ର ରଦ୍ଦ ହେବେ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories