www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରୋର ଆଉ ଏକ ସଫଳତା, ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ

ଡେସ୍କ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ-ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଏକା ଥରକେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ। ଆଜି ସକାଳ ୯ଟା ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୩ରୁ ରକେଟ ଜରିଆରେ ଏହି ଉତକ୍ଷେପଣ ହୋଇଛି। ‘ୱାନ ୱେବ୍ ଇଣ୍ଡିଆ -୨’ ମିଶନ ଅଧୀନରେ ଉତକ୍ଷେପଣ ହୋଇଥିବା ଏହି ରକେଟର ଲମ୍ବ ୪୩.୫ ମିଟରଓ ଓଜନ ୬୪୩ ଟନ୍‌।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୩ରେ ଇସ୍ରୋ ଏକା ଥରକେ ୩୬ଟି ଉପଗ୍ରହ ସଫଳତାର ସହ ଉତକ୍ଷେପଣ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories