www.samajalive.in
Saturday, December 13, 2025
26.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

(୧) ଇସ୍ରୋର ଆଉ ଏକ ସଫଳତା, ୱାନ ୱେବ ମିଶନ ଅଧୀନରେ ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ
– ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏଲଭିଏମ ୩ରୁ ରକେଟ ଜରିଆରେ ହେଲା ଉତକ୍ଷେପଣ
(୨) କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମର ଏନକାଉଣ୍ଟର୍ଭୁ
– ବନେଶ୍ବର ବାଂକୁଆଲ ନଦୀଘାଟ ନିକଟରେ ଏନ୍‌କାଉଣ୍ଟର ସୂଚନା
– ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ଜିତେନ୍ଦ୍ର
– ଭୁବନେଶ୍ବର, କଟକ ଏବଂ ପୁରୀ ସମେତ ବିଭିନ୍ନ ଥାନାରେ ଅଛି ଅପରାଧିକ ମାମଲା
(୩) ରାହୁଲ ଗାନ୍ଧି ପ୍ରସଙ୍ଗରେ କଂଗ୍ରେସର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି
– କେନ୍ଦ୍ର ବିରୋଧରେ ରାଜ୍ୟପାଳଙ୍କ ନିକଟରେ ହେବେ ଫେରାଦ
(୪) ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ, ବଡଆଗୁଳ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ ନବୀନ
(୫) ରାଜସ୍ଥାନରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ୪.୨ ତୀବ୍ରତା
(୬) ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
– ଦିନ ୧୦ଟାରୁ ୫ଟା ଯାଏ ସବୁ ରାଜ୍ୟରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ହେବ ସତ୍ୟାଗ୍ରହ
(୭) ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ୪୮ କେଜି ବର୍ଗରେ ଭାରତୀୟ ବକ୍ସର ନୀତୁ ଘନ୍‌ଘାସଙ୍କୁ ସ୍ବର୍ଣ୍ଣପଦକ
– ୮୧ କେଜି ବର୍ଗରେ ସ୍ବିଟି ବୋରାଙ୍କୁ ସ୍ବର୍ଣ୍ଣ
(୮) ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ନିର୍ବାଚିତ
– ବିଦ୍ୟାଧର ପ୍ରଧାନ ଉପସଭାପତି ଓ ଚିତ୍ତରଞ୍ଜନ ସ୍ବାଇଁ ସମ୍ପାଦକ
(୯) ମହିଳା ଆଇପିଏଲ ଲିଗ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ଆ
– ଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ
(୧୦) ଆଜିଠାରୁ ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା, ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories