www.samajalive.in
Saturday, December 13, 2025
21.1 C
Bhubaneswar

ଡାକ୍ତରଖାନା ପରିସରରେ ନିର୍ମାଣାଧିନ କୋଠାରୁ ଚୋରି

ସମ୍ବଲପୁର: ସମ୍ବଲପୁରର ଜିଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରୁ ଛୁଆ ଚୋରି, ମୋବାଇଲ ଚୋରି, ବାହାରିଆ ଲୋକ ପ୍ରବେଶ କରି ରୋଗୀଙ୍କୁ ଇଂଜେକ୍ସନ ଦେବା, ମାଡପିଟ ଆଦି ଘଟଣା କିଛି ନୁଆ କଥା ନୁହେଁ। ପୁର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ରହିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହେଉଥିବା ଏକ କୋଠାରୁ ମୂଲ୍ୟବାନ ସାନିଟାରୀ ଫିଟିଙ୍ଗ ଚୋରି ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ କୋଠାରେ ଲାଗିଥିବା ନୂତନ ଦାମୀକିଆ ପାଣି କଳ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଚୋରି ହୋଇଯାଇଛି। ଏ ସର୍ମ୍ପକରେ ଖବର ଲେଖାଯିବା ପର୍ଯ୍ୟନ୍ତ ଟାଉନ ଥାନାରେ ଅଭିଯୋଗ ହୋଇ ନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories