www.samajalive.in
Saturday, December 13, 2025
26.1 C
Bhubaneswar

ପିକଅପକୁ ପଛରୁ ପିଟିଲା ଟାଟା ଏସି ଗାଡି , ଅଳ୍ପେକେ ବଞ୍ଚିଲେ ଦୁଇ ଚାଳକ

ବୌଦ୍ଧ: ବୌଦ୍ଧ ଜିଊର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମୃଷୁଣ୍ଡି ଗ୍ରାମ ନିକଟରେ ଏକ ପିକଅପକୁ ପଛରୁ ଟାଟା ଏସି ଧକ୍କା ଦେବାରୁ ଅଳ୍ପେକେ ଦୁଇ ଚାଳକ ବର୍ତ୍ତି ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଏକ ଖରାପ ହୋଇଥିବା ଟାଟା ଏସି ଗାଡିକୁ ପିକଅପ ଗାଡିଟି ଟାଣି ଟାଣି ନେଉଥିବା ବେଳେ ଟାଟା ଏସି ଗାଡିଟି ଟାଣୁ ଥିବା ଗାଡିକୁ ପଛରୁ ଜୋରରେ ଧକ୍କା ଦେଇ ରାସ୍ତାରେ ବୁଲି ପଡିଥିଲା। ଫଳରେ ଗାଡିର ଦୁଇ ଚାଳକ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ଯୋଗୁଁ କିଛି ସମୟ ରାଜପଥରେ ଗାଡିଚଳାଚଳ ବନ୍ଦ ରହିଥିଲା। ଖବର ପାଇ ବୌଦ୍ଧ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ହଟାଇବା ପରେ ରାସ୍ତାରେ ଚଳାଚଳ ସ୍ୱାଭାବିକ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories