ଭଦ୍ରକ: ବସ ଧକ୍କାରେ ଜଣେ ରିକ୍ସା ଚାଳକଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଟାଉନ ବଣ୍ଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ରିକ୍ସା ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ରିକ୍ସା ଚାଳକ ଜଣଙ୍କ ହେଲେ ସାହାପୁର ଅଞ୍ଚଳର ତାହେର ମହମ୍ମଦ ଖାନ୍ ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!