ହରଭଙ୍ଗା: ଖରଭୂଇଁ କ୍ରସର ବିରୋଧୀ ଆନ୍ଦୋଳନର ମୁଖ୍ୟ ତଥା ବିପ୍ଲବୀ ନେତା ଅବକାଶ ସାହୁ ଦୀର୍ଘ ୪ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ତାଙ୍କୁ ଭୁବନେଶ୍ୱରସ୍ଥିତ ନେତାଜୀ ଭବନଠାରେ ବିଭିନ୍ନ ସଙ୍ଘଠନ ପକ୍ଷରୁ ସ୍ୱାଗତ କରାଯିବା ସହ ତାଙ୍କୁ ନାଗିରକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ୟ୍ୟକ୍ରମ ଅବସରରେ ସେ ନିଜ ଫେସବୁକ ଏକାଉଣ୍ଟରେ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।
Popular Categories



