www.samajalive.in
Sunday, December 14, 2025
19.1 C
Bhubaneswar

ରୁଷ୍‌ର ରାଷ୍ଟ୍ରପତି ପୁଟିନଙ୍କ ନାମରେ ଗିରଫ ପରୱାନା ଜାରି

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରୀ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍‌ ବିପକ୍ଷ ଯୁଦ୍ଧ ପାଇଁ ପୁଟିନଙ୍କୁ ଦାୟୀ କରି ଆଇସିସି ତରଫରୁ ଏହି ଗିରଫ ପରୱାନା ଜାରି ହୋଇଛି।

ରୁଷ୍‌ ସେନା ୟୁକ୍ରେନ୍‌ ଜନସାଧାରଣ ଓ ଶିଶୁଙ୍କ ଉପରେ ଅତ୍ୟାଚାର ଚଳାଉଥିବା ଅଭିଯୋଗକୁ ନେଇ ଆଇସିସି ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷ୍‌ର ଶିଶୁ ଅଧିକାର କମିସନର ମାରିଆ ବେଲୋଭାଙ୍କ ବିରୋଧରେ ମଧ୍ୟ ଆଇସିସି ତରଫରୁ ଗିରଫ ପରୱାନା ଜାରି ହୋଇଛି। ଏ ସମ୍ପର୍କରେ ରୁଷ ବୈଦେଶିକ ବିଭାଗ ମୁଖପାତ୍ର ଜାକ୍‌ହାରୋଭ୍‌ କହିଛନ୍ତି ଆଇସିସି ତରଫରୁ ଜାରି ଗିରଫ ପରୱାନାର କୌଣସି ମୂଲ୍ୟ ନାହିଁ। ଅନ୍ୟପକ୍ଷରେ ଆଇସିସିର ପଦକ୍ଷେପକୁ ୟୁକ୍ରେନ୍‌ ତରଫରୁ ସ୍ବାଗତ କରାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories