www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନ ଡ୍ରୋନକୁ ଗୁଳିକରି ଖସାଇଲା ବିଏସଏଫ

ଡେସ୍କ: ସୀମା ସୁରକ୍ଷା ବଳ (ବିଏସଏଫ) ଆଜି ପଞ୍ଜାବ ଗୁରୁଦାସପୁର ଜିଲ୍ଲା ଆନ୍ତର୍ଜାତିକ ସୀମାରେଖା ନିକଟରେ ଉଡୁଥିବା ଆଉ ଏକ ଡ୍ରୋନକୁ ଗୁଳିକରି ଖସାଇ ଦେଇଛି। ଅନେକ ସମୟରେ ଡ୍ରୋନ ସାହାଯ୍ୟରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଯୋଗାଣ କରି ସୀମାରେ ଉତ୍ତେଜନା ସୃଷ୍ଟି କରିଥାଏ। ତେବେ ବିଏସଏଫ ମେଲତା ଗ୍ରାମ ନିକଟରେ ଡ୍ରୋନକୁ ଗୁଳିକରି ଖସାଇବା ପରେ ଏଥିରେ ସନ୍ଦିଗ୍ଧ ଦ୍ରବ୍ୟ ଥିବା ଜଣାପଡିଥିଲା। ଅନ୍ୟପକ୍ଷରେ ଗୁରୁଦାସପୁର ନବୀ ନଗର ଗ୍ରାମରୁ ଗୋଟିଏ ଏକେ ସିରିଜ ରାଇଫଲ, ୨ଟି ମାଗାଜିନ ଓ ୪୦ଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ଜଣାପଡିଛି।

ମାର୍ଚ୍ଚ ୧୦ ରାତି ପ୍ରାୟ ୧୨ଟା ୫୫ ମିନିଟରେ ଏକ ଉଡ଼ନ୍ତା ବସ୍ତୁ ଦେଖିବା ପରେ ସମ୍ପୃକ୍ତ ଅଂଚଳକୁ ଘେରାଓ କରାଯାଇ ତନଖି କରାଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories