www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଦିଲ୍ଲୀରେ ଚାହୁଁଚାହୁଁ ଭୁଶୁଡି ପଡିଲା ବିଶାଳ କୋଠାଘର – ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ – ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଅଘଟଣ । ବିଜୟପାର୍କ ଅଞ୍ଚଳରେ ଚାହୁଁ ଚାହୁଁ କିଛି ସେକେଣ୍ଡ ମଧ୍ୟରେ ଏକ ବିରାଟ କୋଠାଘର ଭୁଶୁଡି ପଡିଛି । ଏହି ସମୟରେ ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ ଚିତ୍କାର କରିଥିଲେ । ଘଟଣାର ସୂଚନା ପାଇଁ ଅଗ୍ନିଶମ ବାହିନୀର ଯବାନମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।


ତେବେ ଏଥିରେ କେତେଜଣ ମୃତାହତ ହୋଇଛନ୍ତି ତାହାର ସୂଚନା ମିଳି ନାହିଁ । ପୂର୍ବରୁ ଦିଲ୍ଲୀରେ ନିଆଁ ଲାଗି ଏକ ଚାରିମହଲା ଘର ଭୁଶୁଡି ପଡିଥିଲେ । ହେଲେ ଏଥିରେ ସୌଭାଗ୍ୟବଶତଃ କେହି ନଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories