www.samajalive.in
Saturday, December 13, 2025
26.1 C
Bhubaneswar

ଅଗ୍ନିକାଣ୍ଡରେ ଜଳିଗଲା ୩ ବାସଗୃହ

ନରସିଂହପୁର: ନରସିଂହପୁର ତହସିଲ ଅର୍ନ୍ତଗତ ରଣସିଂହପୁର ପଞ୍ଚାୟତ ମହୁରାଖିଆ ଗ୍ରାମର ଦଳିତସାହିରେ ଅଗ୍ନିକାଣ୍ଡ ଘଟି ତିନିଟି ପରିବାରଙ୍କର ୩ ବଖରା ଘର ପୋଡି ପାଉଶଁ ହୋଇଯାଇଛି। ସୂଚନା ଅନୁଯାୟୀ ଶନିବାର ବିଦ୍ୟୁତ ସର୍ଟସର୍କିଟ୍‌‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ନିଆଁର ଗତି ବଢ଼ି ସମୀର ନାଏକ, ସନ୍ତୋଷ ନାୟକ, ସୀତା ନାୟକଙ୍କର ଗୋଟିଏ ଲେଖାଏଁ ବଖରା ପୋଡି ହୋଇ ସମସ୍ତ ଆସବାପତ୍ର, ଧାନଚାଉଳ ଓ ଦରକାରି କାଗଜପତ୍ର ପୋଡି ପାଉଶଁ ହୋଇଯାଛି। ଅଗ୍ନିକାଣ୍ଡର ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories