www.samajalive.in
Saturday, December 13, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସିଡିଏ ସେକ୍ଟର ୧୦ସ୍ଥିତ ଦିବ୍ୟାଙ୍ଗ ସ୍କୁଲରେ ଘଟିଛି ଏକ ଅଘଟଣ.. ସ୍କୁଲର ଶ୍ରେଣୀଗୃହରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର.. ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ..

କୁରଡ଼ ବାଲିପୋଷି ନିକଟରେ ଟ୍ରକକୁ ପିଟିଲା ବୋଲେରୋ.. ବୋଲେରୋରେ ବସିଥିବା ୭ ସ୍କୁଲ ପିଲା ଆହତ.. ଆହତ ୭ଜଣ ସ୍କୁଲ ପିଲାଙ୍କୁ ଚିକିତ୍ସା ପାଇଁ ଜିଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି..

- Advertisement -

ଦେଓଗାଁ ଥାନା ଅନ୍ତର୍ଗତ ତିହଲବାହଲ ଅଞ୍ଚଳରେ ଜଣେ ମଙ୍ଗୁଳା କନ୍ୟା ବିବାହ ପୂର୍ବରୁ ବିଷ ପିଇ ଦେଇଛନ୍ତି.. ବାହାଘର ଦିନକ ପୂର୍ବରୁ ଘରେ ବିଷ ପିଇଦେଲେ ଯୁବତୀ.. ଗୁରୁତର ଯୁବତୀକୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି..

ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ବାଇକ୍ ଚାଲିଗଲା ଆରୋହୀଙ୍କ ଜୀବନ.. ଥାନାରେ ଗାଡ଼ିଚାଳକ ଅଟକ..

ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ତାତି.. ୩୭ ଡିଗ୍ରୀ ଟପିଲା ତାପମାତ୍ରା.. ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ.. ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା..

ପୁଲିସ କର୍ମୀଙ୍କ ଅନୁପ ସାଏଙ୍କୁ ଆକ୍ରମଣ ଚେତାବନୀ.. ଝାରସୁଗୁଡ଼ା ଜିଲାର ଜଣେ ପୁଲିସ କର୍ମଚାରୀ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆକ୍ରମଣ ଚେତାବନୀ ଦେଇଛନ୍ତି.. ପୁଲିସ କର୍ମୀ ସେମିତି କିଛି ପଦକ୍ଷେପ ଯେପରି ନେଇ ନ ପାରିବେ ସେଥିପାଇଁ ତାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ନଜରରେ ରଖାଯାଇଥିବା ସୂଚନା..

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା.. ଏନେଇ ସୂଚନା ଦେଲେ ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି.. ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲାରେ ହେବ ମେଡିକାଲ କଲେଜ..

ଚାନ୍ଦିପୁର ୩ ନମ୍ବର ଲଞ୍ଚ୍‌‌ପ୍ୟାଡ୍‌‌ରୁ ମିଜାଇଲ ପରୀକ୍ଷଣ.. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଟିସିଏମ ମିଜାଇଲ୍‌‌ ପରୀକ୍ଷଣ..୧ ହଜାର କିମି ଲକ୍ଷ୍ୟଭେଦ ଓ ୧.୫ ଟନ୍‌‌ ଯୁଦ୍ଧାସ୍ତ୍ର ବହନ କ୍ଷମତା..

ବାଲେଶ୍ୱରଠାରେ ପ୍ରତିଷ୍ଠା ହେବ ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ, ଘୋଷଣା କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ..

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ, ୧୪ରେ ରାଜ୍ୟ ବଜେଟ..

ଗ୍ୟାଙ୍ଗଷ୍ଟର ନେଟଓ୍ୱର୍କ ମାମଲା- ୮ଟି ରାଜ୍ୟ ଏବଂ ଦେଶର ୭୦ଟି ସ୍ଥାନରେ ଏନ୍‌ଆଇଏର ଚଢଉ..

ତୁର୍କୀ-ସିରିୟାରେ ବିନାଶକାରୀ ଭୂକମ୍ପର ଦୁଇ ସପ୍ତାହ ମଧ୍ୟରେ ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା.. ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ଓ ୫.୮ ରେକର୍ଡ କରାଯାଇଛି.. ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୩ ଆହତ ହୋଇଛନ୍ତି..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories