www.samajalive.in
Friday, December 12, 2025
16.1 C
Bhubaneswar

ରବୀନ୍ଦ୍ର ଜାଡେଜାଙ୍କ ନୂଆ ରେକର୍ଡ – ଟେଷ୍ଟରେ ହାସଲ କଲେ..

ନୂଆଦିଲ୍ଲୀ – କ୍ରିକେଟ ଖେଳାଳୀ ରବୀନ୍ଦ୍ର ଜାଡେଜା ବ୍ୟକ୍ତିଗତ ଭାବେ ନୂଆ ରେକର୍ଡ ହାସଲ କରିଛନ୍ତି । ଟେଷ୍ଟରେ ସବୁଠାରୁ ଦ୍ରୁତ ୨୫୦ ଓ୍ୱିକେଟ ହାସଲ ସହ ୨,୫୦୦ ରନ୍‌ କରିଛନ୍ତି । ସେ ଦ୍ରୁତ ଭାବରେ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହି ରେକର୍ଡର ଅଧିକାରୀ ହୋଇଛନ୍ତି ।

- Advertisement -

ନିଜର ୬୨ ତମ ଟେଷ୍ଟ ମ୍ୟାଚରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦିଲ୍ଲୀରେ ଅସ୍ମାନ ଖ୍ୱାଜାଙ୍କ ଓ୍ୱିକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଏହା ପୂର୍ବରୁ ଇଂଲଣ୍ଡର ଅଲ୍‌ରାଉଣ୍ଡର ଇଆନ୍‌ ବୋଥାମ୍‌ ୫୫ ତମ ଟେଷ୍ଟ ମ୍ୟାଚ୍‌ରେ ଏହି ଗୌରବ ହାସଲ କରିଥିଲେ । ସେ ଏବେ ବିଶ୍ୱରେ ଏହି ରେକର୍ଡରେ ପ୍ରଥମ ସ୍ଥାନରେ ରହିଛନ୍ତି । ଜାଡେଜା ୬୨ତମ ଟେଷ୍ଟରେ ଏହି ରେକର୍ଡ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories