ଚୌଦ୍ୱାର :ଚୌଦ୍ୱାର ପୁଲିସ୍ ଆଗ୍ରାହାଟ ରୋଡ଼ର ମହିମା ପ୍ୟାଲେସ୍ ନିକଟରେ ଏକ ଘରେ ଚଢ଼ଉ କରି ୨୫ ଲିଟର ବେଆଇନ୍ ଦେଶୀ ମଦ ଜବତ କରିବା ସହିତ ମଦ ବ୍ୟବସାୟୀକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲା ଯାଜଭୈରବ ନୂଆଗାଁର ମହନୀ ସାମଲ । ଆଜି ଚୌଦ୍ବାରା ପୁଲିସ ପକ୍ଷରୁ ତାକୁ କୋର୍ଟ ଚାଲାଣ କରାଯାଇଛି।
Popular Categories



