ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ; ବିଚାର ବିଭାଗୀୟ ହାଜତକୁ ଗଲା ଗୋପାଳ
ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କ୍ରାଇମବ୍ରାଞ୍ଚ ତିନି ପର୍ୟ୍ୟାୟରେ ୧୩ ଦିନ ରିମାଣ୍ଡରେ ନେଇ ସାରିଛି। ରବିବାର ମଧ୍ୟରାତ୍ରିରେ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଣି ଝାରସୁଗୁଡା ପହଞ୍ଚିଥିଲା। ଆଜି ଝାରସୁଗୁଡା ଜେଏମଏଫସି ଅଦାଲତରେ ହାଜର କରାଯିବା ପରେ ଅଦାଲତରେ ୧୬୪ ବୟାନ ରେକର୍ଡ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
Comments are closed.