ବାଲେଶ୍ବର ସୋମନାଥପୁର ଶିଳ୍ପାଞ୍ଚଳରେ ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ଛାପାଖାନା ଶିଳାନ୍ୟାସ

ଭୁବନେଶ୍ବର: ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ପାଇଁ ବାଲେଶ୍ବର ସୋମନାଥପୁର ଶିଳ୍ପାଞ୍ଚଳରେ ନୂତନ ଛାପାଖାନାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ସମାଜ’ର ମହା ପ୍ରବନ୍ଧକ ଶିବରାମ ମିଶ୍ର, ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଓ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ଓ ଉତ୍ତର ଓଡ଼ିଶା ସଂସ୍କରଣର ବରିଷ୍ଠ ଶାଖା ପରିଚାଳକ ମଧୁସୂଦନ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.