www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ ପ୍ରସ୍ତୁତି ବୈଠକ- ମାର୍ଚ୍ଚ ୧୫ ରେ ଅଖ ଚକ ବନ୍ଦ

 

ତେଲକୋଇ- : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଶୁକ୍ରବାର ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ତେଲକୋଇ ବ୍ଳକ କାଳିଆହତା ପଞ୍ଚାୟତ ଫାଣ୍ଡି ସମୁଖ ଦଶହରା ପଡିଆ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭା ରେ ଆଗାମୀ ମାର୍ଚ୍ଚ ୧୫ , ୨୦୨୩ ରିଖ ରାଜ୍ୟ ସଭାପତି ଙ୍କ ଆହ୍ବାନ କ୍ରମେ ଘୋଷଣା ହୋଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କୁ ସଫଳ କରିବାକୁ ନେଇ ଆଲୋଚନା ହୋଇଥିଲା।

- Advertisement -

କାଳିଆହତା ଜି, ପି ,ଓ ଡି ଏମ୍ ର ସଭାପତି ଅଜିତ କୁମାର ପାତ୍ର ଙ୍କ ଅଧକ୍ଷତାରେ ପରିଚାଳିତ ହୋଇଥିବା ଉକ୍ତ ସଭାରେ ସଭାରେ ପ୍ର ୬୦ଜଣ ସଦସ୍ୟ ଉଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories