www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ରାଜ୍ୟରେ ଅସୁରକ୍ଷିତ କି ଗଜରାଜ ?… ପୁଣି ଆଉ ଏକ ହାତୀଛୁଆର ମୃତ୍ୟୁ… ପୋଲସରା ବୁଗୁଡ଼ା ପାଙ୍ଗିଡ଼ି ପଞ୍ଚାୟତର ବେଲପଡ଼ା ଗାଁ ବିଲରୁ ଉଦ୍ଧାର ହେଲା ହାତୀ ମୃତଦେହ… ମୃତ୍ୟୁର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ଏଯାଏଁ ପହଞ୍ଚିନି ବନବିଭାଗ…

(୨) ଉପନିର୍ବାଚନ ପୂର୍ବରୁ ତେଜୁଛି ପଦ୍ମପୁର ଜିଲ୍ଲା ଗଠନ ଦାବି… କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୋରଦାର ଆନ୍ଦୋଳନ… ଜିଲ୍ଲା ଗଠନ ଦାବି ସମର୍ଥନରେ ବିଜେଡିର ପ୍ରେସ ବିଜ୍ଞପ୍ତିକୁ ବିରୋଧ କଲା କମିଟି… କହିଲା, ମୁଖ୍ୟମନ୍ତ୍ରୀ ଏ ନେଇ କରିନାହାନ୍ତି କୌଣସି ଆଲୋଚନା…

- Advertisement -

(୩) ଧୀରେ ଧୀରେ ଖୋଲୁଛି ନାଗପେଡ଼ି… ଫିଟୁଛି ଅର୍ଚ୍ଚନାଙ୍କ ଗୁମର… ସାଇବର ଫରେନସିକ୍‌ ଏକ୍ସପର୍ଟର ସହାୟତା ନେଲା ଇଡି… ଖଗେଶ୍ୱରଙ୍କ ମୋବାଇଲରୁ ବହୁ ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ନେଲା ସହାୟତା… ଅର୍ଚ୍ଚନାଙ୍କ ଗିରଫ ପରେ ବହୁ ତଥ୍ୟ ଡିଲିଟ୍‌ କରାଯାଇଥିବା ଆଶଙ୍କା…

ବାଲିଯାତ୍ରାରେ ବିଟେକ୍‌ ବିରିୟାନି; ଦେଖନ୍ତୁ ଭିଡିଓ

(୪) କିଏ ହାତେଇବ ପଦ୍ମପୁର ଆସନ… ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ଦଳ… ବିଜେପି ପକ୍ଷରୁ ଲଢ଼ିବେ ପ୍ରଦୀପ ପୁରୋହିତ… ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ… ବିଜେଡି ଏବେ ବି କଷୁଛି ପ୍ରାର୍ଥୀ ଚିହ୍ନଟ ଗଣିତ… ଆଜି ପଦ୍ମପୁର ପାଇଁ କରିପାରେ ପ୍ରାର୍ଥୀ ଘୋଷଣା…

(୫) ରାଉରକେଲାରେ ଫୁଟିଲା ଗୁଳି… ଝିରିପାଣି ଗାଁରେ ଗୁଳିମାଡ଼, ଜଣେ ଆହତ… ଆହତ ଯୁବକଙ୍କୁ ଆଇଜିଏଚରେ ଭର୍ତ୍ତି… ଜମି ବିବାଦରୁ ଗୁଳିକାଣ୍ଡ ହୋଇଥିବା ସୂଚନା… ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର… ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…

(୬) ଆଜି କଟକ ବାଲିଯାତ୍ରାର ଷଷ୍ଠ ଦିନ… ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନ ନାକେଦମ… ସଂଧ୍ୟାରେ ଦେଖିବାକୁ ମିଳିବେ ବଲିଉଡ କଳାକାର… ରବିବାର ଥିବାରୁ ସଂଧ୍ୟାରେ ଲାଗିବ ଖଚାଖଚ ଗହଳି… ସେପଟେ ଘରକରଣା ଜିନିଷ କିଣିବାରେ ମସଗୁଲ ଗୃହିଣୀ… ଭଲ ଦୁଇପଇସା ବ୍ୟବସାୟ କରୁଛନ୍ତି ବ୍ୟବସାୟୀ… ବିଭିନ୍ନ ଦୋଳି ନିକଟରେ ଜମୁଛି ଲୋକଙ୍କ ଭିଡ଼…

ମହମବତୀରେ ଚକୋଟେଲ ବାସ୍ନା; ଦେଖନ୍ତୁ ବାଲିଯାତ୍ରାର ସ୍ୱତନ୍ତ୍ର ଭିଡିଓ

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories