ଫରେଷ୍ଟର ନିଲମ୍ବିତ, ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ
କେନ୍ଦୁଝର: ତୀରରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣାରେ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଡିଏଫଓ ନିଲମ୍ବନ କରିଛନ୍ତି। ସେହିପରି ରେଞ୍ଜର ଶିବାଜୀ ମୋହନ ରାଓଙ୍କ ସମେତ ୩ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ତାଳପଦା ଫରେଷ୍ଟ ବିଟ କୁଳିଆପାଳ ଜଙ୍ଗଲରୁ ହାତୀର ମୃତଦେହ ମିଳିଥିଲା। ଏହି ପ୍ରସଙ୍ଗରେ ଡିଏଫଓ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Comments are closed.