www.samajalive.in
Sunday, December 14, 2025
23.1 C
Bhubaneswar

ମା’ ସମଲେଶ୍ଵରୀଙ୍କ ପୀଠରେ ଚନ୍ଦ୍ର ଗ୍ରହଣ ଦିନ ସ୍ବତନ୍ତ୍ର ନୀତିକାନ୍ତି

ସମ୍ବଲପୁର : ଆସନ୍ତା ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପାଇଁ  ମା’ ସମଲେଶ୍ଵରୀଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି । ୮ ତାରିଖ ମଙ୍ଗଳବାର ଭୋର ୪:୩୦ ଘଟିକା ସମୟରେ ମାଆଙ୍କର ମନ୍ଦିର ଖୋଲାଯାଇନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହେବ। ୫:୩୦ ଘଟିକା ସମୟରେ ମା’ ଙ୍କ ମନ୍ଦିର ବୁଧବାର ସକାଳ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ୯ ତାରିଖ ବୁଧବାର ସୂର୍ଯୋଦୟ ପରେ ମନ୍ଦିର ଶୋଧନ ପୂର୍ବକ ମା’ଙ୍କ ନିତିକାନ୍ତି ଓ ମଙ୍ଗଳ ଆଳତି ହେବା ପରେ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସୁଯୋଗ ମିଳିବ।

ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି  ସଂଜୟ କୁମାର ବାବୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories