ଫୁଲବାଣୀ: ସୋମବାର ରାତ୍ରିରେ ଫୁଲବାଣୀ ଠାରୁ କିଛି ଦୂର ମକ୍ଷଜାଗାଣ୍ଡା ଠାରେ ଅଜଗର ସାପ ଥିବା ଦେଖି ଫୁଲବାଣୀ ବ୍ଲକ୍ ୧୪ନଂ ଜୋନ୍ ର ଜିଲ୍ଲା ପରିଷଦ ପିତାମ୍ବର ମଲ୍ଲିକ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ କୁ ଖବର କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ଅନୁପ ବିକ୍ରମ ପାତ୍ର, ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଆସିଥିଲେ। ସଦସ୍ୟ ମାନଙ୍କର ଏହି କାର୍ୟ୍ୟ ଅଚଂଳ ବାସି ସାଧୁବାଦ ଦେଇଛନ୍ତି ।
Popular Categories



