ଭୁବନେଶ୍ବର: କଟକ ବିଚ ରାସ୍ତାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ସଦର ଥାନା ପ୍ରତାପ ନଗରୀ ନିକଟରେ ଛାତ୍ରୀଙ୍କୁ ଛୁରାମାଡ଼ କରାଯାଇଛି। ଛୁରାମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଆଘାତ ଲାଗିଛି। ଗୁରୁତର ଆହତ ହୋଇ ଏହି ଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କଲେଜରୁ ଫେରି ଚାଲିଚାଲି ଘରକୁ ଗଲାବେଳେ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିଲା। ଏକ ତରଫା ପ୍ରେମରୁ ଜଣେ ଯୁବକ ଛୁରାମାଡ଼ କରିଥିବା ସୂଚନା ମିଳିଛି।
Popular Categories



