www.samajalive.in
Sunday, December 14, 2025
26.1 C
Bhubaneswar

ଉମ ଅଲ ହସମର କିମ୍ସ ହସ୍ପିଟାଲ ଠାରେ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ

ଉମ ଅଲ ହସମ  – ବର୍ତ୍ତମାନ ସମୟରେ କ୍ୟାନ୍ସରରୋଗ ଏକ ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି ।  ବ୍ୟୟ ବହୁଳ ଚିକିତ୍ସା ବ୍ୟବସ୍ଥା ଓ ଚିକିତ୍ସା ଭିତ୍ତିକ ଫଳାଫଳହିଁ ସମସ୍ତ ଆତଙ୍କର କାରଣ ଅଟେ । ଏହି କାରଣରୁ ଏ ରୋଗରେ ପୀଡିତ ନହେବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ଓ ଏହି ସଚେତନତା ସମ୍ବନ୍ଧୀୟ ବହୁ କାର‌୍ୟ୍ୟକ୍ରମ ବିଶ୍ଵବ୍ୟାପୀ ଜାରି ରହିଛି ।

ଏହି ପରିପ୍ରେକ୍ଷୀରେ ଗତ ୨୮.୧୦.୨୦୨୨ ରିଖ, ଶୁକ୍ରବାର ଦିନ ବାହାରିନି ଓଡ଼ିଆ ସମାଜ (BOS) ଆନୁକୂଲ୍ୟରେ ଏକ କ୍ୟାନ୍ସର ସଚେତନତା ଶିବିର ଉମ ଅଲ ହସମର କିମ୍ସ ହସ୍ପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ୟାନ୍ସର ରୋଗର ଭୟାବହତା, ଏହାର ଚିକିତ୍ସା ପଦ୍ଧତି ତଥା କାରଣ ବିଷୟରେ ଆଲୋକପାତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ବିଶିଷ୍ଟ ଡାକ୍ତର ମି. ଅସୀମ୍ ଅବଦୁଲ୍ଲା ଅଂଶ ଗ୍ରହଣ କରି ତାଙ୍କର ମୂଲ୍ୟବାନ ମତ ପୋଷଣ କରିଥିଲେ  ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories