www.samajalive.in
Saturday, December 13, 2025
17.1 C
Bhubaneswar

ଟ୍ୱେଣ୍ଟି୨୦ ଦଳରେ ଆଣ୍ଡରସନ ଓ ଫିଲିପ୍ସ

ଅକଲାଣ୍ଡ : ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି୨୦ ସିରିଜ୍‍ ନିମନ୍ତେ ପୂର୍ବରୁ ନ୍ୟୁଜିଲାଣ୍ଡର ୧୩ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ମଙ୍ଗଳବାର ଅଲରାଉଣ୍ଡର କୋରି ଆଣ୍ଡରସନ୍‍ ଏବଂ ୱିକେଟରକ୍ଷକ ଗ୍ଲେନ୍‍ ଫିଲିପ୍ସଙ୍କୁ ସାମିଲ କରାଯାଇଛି। ଆହତ ମାର୍ଟିନ ଗପଟିଲ୍‍ ଟ୍ୱେଣ୍ଟି୨୦ ଦଳରୁ ବାଦ୍‍ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଫିଲିପ୍ସ ଖେଳିବା ଆଶା ରହିଛି। ଅପରପକ୍ଷରେ ଆଗାମୀ ବିଶ୍ୱକପ୍‍ ନିମନ୍ତେ ନ୍ୟୁଜିଲାଣ୍ଡ ଦଳରେ ସାମିଲ ହେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଆଣ୍ଡରସନ୍‍ କହିଛନ୍ତି। ଘୋଷିତ ଟ୍ୱେଣ୍ଟି୨୦ ଦଳ : କେନ୍‍ ୱିଲିୟମସନ୍‍ (ଅଧିନାୟକ), କୋରି ଆଣ୍ଡରସନ୍‍, ମାର୍କ ଚାପମ୍ୟାନ୍‍, କଲିନ୍‍ ଡି’ ଗ୍ରାଣ୍ଡହୋମ୍‍, ଲୋକି ଫର୍ଗୁସନ୍‍, ଆଦାମ ମିଲ୍‍ନେ, କଲିନ୍‍ ମନ୍‍ରୋ, ଗ୍ଲେନ୍‍ ଫିଲିପ୍ସ, ସେଥ ରାନ୍‍ସ, ଟିମ୍‍ ସେଫେଟ୍‍, ଇସ୍‍ ସୋଢି, ଟିମ୍‍ ସାଉଦି ଓ ରସ୍‍ ଟେଲର।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories