www.samajalive.in
Thursday, December 11, 2025
13.1 C
Bhubaneswar

୮ ଗୁଣା ବୃଦ୍ଧି ପାଇଛି ଦେଶର ପ୍ରତିରକ୍ଷା ରପ୍ତାନୀ – ପ୍ରଧାନମନ୍ତ୍ରୀ

ଡେସ୍କ: ଗୁଜରାଟର ଗାନ୍ଧିନଗରଠାରେ ୨୦୨୨ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନୀ ୮ ଗୁଣା ବୃଦ୍ଧି ପାଇଛି। ସେ କହିଛନ୍ତି, ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରସର ହେଉଛି। ଭାରତର ଇଚ୍ଛାଶକ୍ତି ଯୋଗୁଁ ମେକ୍‍ ଇନ ଇଣ୍ଡିଆ ସଫଳ ହୋଇଛି ଓ ପ୍ରତିରକ୍ଷା କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇଛି। ସେ କହିଛନ୍ତି, ଭାରତ ୭୫ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଓ ଯନ୍ତ୍ରପାତି ରପ୍ତାନୀ କରୁଛି। ସେ କହିଛନ୍ତି ୨୦୨୧-୨୨ରେ ପ୍ରତିରକ୍ଷା ରପ୍ତାନୀ ୧୫୯ କୋଟି ଡଲାରରେ ପହଞ୍ଚିଛି।

୨୦୨୨ ପ୍ରତିରକ୍ଷା ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଟ୍ରେନର ଏୟାରକ୍ରାଫ୍ଟ ଏଚଟିଟି-୪୦କୁ ଉନ୍ମୋଚନ କରିଛନ୍ତି। ଏହା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‍ ଦ୍ୱାରା ଏହାର ନିର୍ମାଣ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories