ଝାରସୁୁଗୁଡ଼ା: ଝାରସୁଗୁଡ଼ା-ବ୍ରଜରାଜନଗର ଷ୍ଟେସନରେ ଅଘଟଣ। ଗୁଣ୍ଡିଆ-ଝାରସୁଗୁଡ଼ା ପାସେଞ୍ଜନ ଟ୍ରେନ ଇଞ୍ଜିନିରେ ଲାଗିଲା ନିଆଁ। ବ୍ରଜରାଜନଗର ଷ୍ଟେସନରେ ଠିଆ ହୋଇଥିବାବେଳେ ନିଆଁ ଲାଗିଲା। ଚାଳକ ସୁରକ୍ଷିତ, ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଟ୍ରେନରେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ।
Popular Categories



