www.samajalive.in
Sunday, December 14, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏଣିକି ଓସିଏସରେ ଗୋଟିଏ ଅପ୍‌ସନାଲ୍‌… ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି…ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମ୍‌ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ…ୟୁପିଏସସି ଭଳି ଏଣିକି ଓସିଏସରେ ରହିବ ଗୋଟିଏ ଅପ୍‌ସନାଲ ବ୍ୟବସ୍ଥା..

ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପିତ… ମୁଖ୍ୟମନ୍ତ୍ରୀ କହିଲେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ… ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ..

- Advertisement -

ମହଲତ ବଢ଼ିଲା ମାସେ… ବୃଦ୍ଧି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା… ଅକ୍ଟୋବର ୩୧ ଯାଏଁ କରିହେବ ସ୍ଲଟ୍ ବୁକିଂ… ଆଜି ସରୁଥିଲା ଡେଡ୍‌ ଲାଇନ୍‌… ଅବଧି ବୃଦ୍ଧି ନେଇ ରାଜ୍ୟ ଏସଟିଏ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି… ଜଷ୍ଟିସ ଯଶଓ୍ୱନ୍ତ ସିଂହ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି… ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପରେ କଲେଜିୟମର ନିଷ୍ପତ୍ତି… ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶଓ୍ୱନ୍ତ…

ସଜବାଜ ବେଳେ ଦଳ ଛାଡ଼ିଲେ ତେଜେଶ୍ୱର… ବିଜୁ ଜନତା ଦଳରୁ ଦେଲେ ଇସ୍ତଫା… ଇ-ମେଲ୍‌ ଯୋଗେ ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର…  ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ଥିଲେ ତେଜେଶ୍ୱର ପରିଡା…

ପୁଣି ବିବାଦରେ ଓଲିଉଡ୍‌… ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ… ଫିଲ୍ମରେ ସୁଯୋଗ ଦେବା ନାଁରେ କରୁଥିଲେ ଶାରୀରିକ ଶୋଷଣ… ଜୋରଜବରଦସ୍ତ ରଖୁଥିଲେ ସମ୍ପର୍କ… ଘଟଣାକୁ ନେଇ ସବୁଠି ଚର୍ଚ୍ଚା… ସେପଟେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ ଆଣି ଅକ୍ଷୟ କହିଲେ, ମତେ କରାଯାଉଥିଲା ବ୍ଲାକ୍‌ ମେଲିଂ…

ପୁଣି ଚର୍ଚ୍ଚାରେ କଙ୍ଗନା… ରାଜନୀତିକୁ ଓହ୍ଲାଇ ପାରନ୍ତି ବଲିଉଡ୍‌ କୁଇନ୍‌… ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରିପାରନ୍ତି ସାକ୍ଷାତ… କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହୋଇପାରେ ଉଭୟଙ୍କ ମଧ୍ୟରେ ଆଲୋଚନା… କଙ୍ଗନାଙ୍କ ଭେଟ ଉପରେ ରହିଛି ଫ୍ୟାନ୍ସଙ୍କ ନଜର…

ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ଗର୍ଜିଲେ ନଡ୍ଡା… କହିଲେ, ଓଡ଼ିଶାକୁ କରନ୍ତୁ ବିଜେଡି ମୁକ୍ତ… ବିକଶିତ ଭାରତ ଦେଖିବାକୁ ହେଲେ ଦେଖିବାକୁ ହେବ ବିକଶିତ ଓଡ଼ିଶା… ରାଜ୍ୟର ୩ ମନ୍ତ୍ରୀଙ୍କ ନାଁରେ ରହିଛି ହତ୍ୟା ଅଭିଯୋଗ… ରକ୍ଷକ ରୂପୀ ଭକ୍ଷକ ସାଜିଥିବା ସରକାରଙ୍କୁ ଦିଅନ୍ତୁ ଛୁଟି…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories