www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

(୧) ମହଲତ ବଢ଼ିଲା ମାସେ… ବୃଦ୍ଧି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା… ଅକ୍ଟୋବର ୩୧ ଯାଏଁ କରିହେବ ସ୍ଲଟ୍ ବୁକିଂ… ଆଜି ସରୁଥିଲା ଡେଡ୍‌ ଲାଇନ୍‌… ଅବଧି ବୃଦ୍ଧି ନେଇ ରାଜ୍ୟ ଏସଟିଏ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି…

(୨) ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି… ଜଷ୍ଟିସ ଯଶଓ୍ୱନ୍ତ ସିଂହ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି… ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପରେ କଲେଜିୟମର ନିଷ୍ପତ୍ତି… ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶଓ୍ୱନ୍ତ…

- Advertisement -

(୩) ସଜବାଜ ବେଳେ ଦଳ ଛାଡ଼ିଲେ ତେଜେଶ୍ୱର… ବିଜୁ ଜନତା ଦଳରୁ ଦେଲେ ଇସ୍ତଫା… ଇ-ମେଲ୍‌ ଯୋଗେ ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର…  ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ଥିଲେ ତେଜେଶ୍ୱର ପରିଡା…

(୪) ପୁଣି ବିବାଦରେ ଓଲିଉଡ୍‌… ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ… ଫିଲ୍ମରେ ସୁଯୋଗ ଦେବା ନାଁରେ କରୁଥିଲେ ଶାରୀରିକ ଶୋଷଣ… ଜୋରଜବରଦସ୍ତ ରଖୁଥିଲେ ସମ୍ପର୍କ… ଘଟଣାକୁ ନେଇ ସବୁଠି ଚର୍ଚ୍ଚା… ସେପଟେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ ଆଣି ଅକ୍ଷୟ କହିଲେ, ମତେ କରାଯାଉଥିଲା ବ୍ଲାକ୍‌ ମେଲିଂ…

(୫) ପୁଣି ଚର୍ଚ୍ଚାରେ କଙ୍ଗନା… ରାଜନୀତିକୁ ଓହ୍ଲାଇ ପାରନ୍ତି ବଲିଉଡ୍‌ କୁଇନ୍‌… ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରିପାରନ୍ତି ସାକ୍ଷାତ… କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହୋଇପାରେ ଉଭୟଙ୍କ ମଧ୍ୟରେ ଆଲୋଚନା… କଙ୍ଗନାଙ୍କ ଭେଟ ଉପରେ ରହିଛି ଫ୍ୟାନ୍ସଙ୍କ ନଜର…

(୬) ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ଗର୍ଜିଲେ ନଡ୍ଡା… କହିଲେ, ଓଡ଼ିଶାକୁ କରନ୍ତୁ ବିଜେଡି ମୁକ୍ତ… ବିକଶିତ ଭାରତ ଦେଖିବାକୁ ହେଲେ ଦେଖିବାକୁ ହେବ ବିକଶିତ ଓଡ଼ିଶା… ରାଜ୍ୟର ୩ ମନ୍ତ୍ରୀଙ୍କ ନାଁରେ ରହିଛି ହତ୍ୟା ଅଭିଯୋଗ… ରକ୍ଷକ ରୂପୀ ଭକ୍ଷକ ସାଜିଥିବା ସରକାରଙ୍କୁ ଦିଅନ୍ତୁ ଛୁଟି…

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories